P
Pooja Acharya@poojaacharya5971
ସେ ଫେରିବେ ବୋଲି ମୁଁ ରାତିକୁ ଭରସା ଦେଇଛି… କିନ୍ତୁ ଆସିବା ସମୟରେ ତା’ର ନିରବତା ଅଧିକ ଦୂରକୁ ଟାଣିନେଉଛି। ମୋ ଛାତିର ଧଡକଣ—ହଁ, ତୁମ ପାଇଁ; ମୋ ଆଖିର ଲୁହ—ହଁ, ତୁମେ ନଥିବା ପାଇଁ।

Related

View all
7/8/2026

Comments

No comments yet.